ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ଘର ଘର ଦସ୍ତକ ଟିକାକରଣ କାର୍ଯ୍ୟକ୍ରମ । ଘରକୁ ଘର ଯିବେ ସ୍ବାସ୍ଥ୍ୟକର୍ମୀ । ପରିବାରରେ କେଉଁ କେଉଁ ସଦସ୍ୟ ଟୀକା ନେଇ ନାହାନ୍ତି ? ଏ ସଵୁ ତଥ୍ୟ ସଂଗ୍ରହ କରାଯିବା ପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଟିକାଦାନର ବ୍ୟବସ୍ଥା କରାଯିବ । ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ ଏ ନେଇ ସୂଚନା ଦେଇଛନ୍ତି ।
#GotTheDose #We4Vaccine #Unite2FightCorona #VaccinationDrive #VaccineForIndia Ministry of Health and Family Welfare, Government of India