ଆଜି ସତେଜ ସକାଳର ଅତିଥି ହେଉଛନ୍ତି ଧୀର ବସା ଏକାଧାରରେ ଅଭିନେତା ତଥା ନିର୍ଦ୍ଦେଶକ । `ଭୁମୀପୁତ୍ର' ଉପାଧିରେ ଭୂଷିତ ଧୀର ବସା । ଛାତ୍ର ଜୀବନରୁ ପ୍ରଥମେ ମଞ୍ଚନାଟକରୁ ଅଭିନୟ ଆରମ୍ଭ । ବିଭିନ୍ନ ନାଟ୍ୟ ଅନୁଷ୍ଠାନରୁ ପୁରଷ୍କାର ଗ୍ରହଣ ।
#ArgusNews #Odisha #SatejSakala #DhiraBasa #Actor