#ଆମ_କଥା_ଶୁଣ_ରାଜ୍ୟ_ସରକାର
#3ଟି_ସରକାରୀ_ଚିଠିକୁ_ପ୍ରତ୍ୟାହାର_ପାଇଁ_ନିବେଦନ
ମନରେଗା କାର୍ଯ୍ୟରତ ଗାଂ ସାଥୀଙ୍କ ପ୍ରତି ଅବିଚାର ପ୍ରତିବାଦରେ ରାଜ୍ୟବ୍ୟାଫୀ ଆନ୍ଦୋଳନ । ଓଡିଶାର 19 ଟି ଜିଲ୍ଲାର ଜିଲ୍ଲାପାଳ ଅଫିସ ବାହାରେ ଗାଁ ସାଥି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ନିଜ ନିଜ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ 5ଦଫା ଦାବି ଜଣାଇ ଜୋରଦାରଲ ଆନ୍ଦୋଳନ କରିଛନ୍ତି I
#OdishaGovt #RAJYASARKAR #CMOOdisha #ArgusNews