ଇଣ୍ଡୋନେସିଆ ବିଶ୍ବର ସର୍ବାଧିକ ମୁସଲିମ ରହୁଥିବା ଦେଶ । ଯଦିଓ ଇଣ୍ଡୋନେସିଆର 90 ପ୍ରତିଶତ ଲୋକ ମୁସଲମାନ କିନ୍ତୁ ସେମାନଙ୍କର ସଂସ୍କୃତି ହେଉଛି ସନାତନ ସଂସ୍କୃତି । ସେଠାକାର ଲୋକପ୍ରିୟ ଗ୍ରନ୍ଥ ହେଉଛି ରାମାୟଣ ଓ ମହାଭାରତ । ମୁସଲମାନ ହୋଇ ବି ସନାତନ ଧର୍ମ ପ୍ରତି ସେମାନଙ୍କର ଏତେ ନିବିଡତା କେମିତି ରହିଛି । ଦେଖନ୍ତୁ ଏହି ରିପୋର୍ଟ ଆପଣଙ୍କୁ ସବୁ ପ୍ରଶ୍ନର ଉତ୍ତର ମିଳିଯିବ ।
#Indonesia #Hindu #Muslims #Ramyan #Mahabharat #ArgusNews