ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟରୁ ଉଠୁନି ପରଦା । ତଦନ୍ତ ଲାଗି ବଲାଙ୍ଗୀରରେ ଗଜପତି ପୋଲିସର ୫ ଜଣିଆ ଟିମ୍ । ବିଦ୍ୟା ବଲାଙ୍ଗୀର LITC ତାଲିମ କେନ୍ଦ୍ରରେ ବ୍ୟାଚଲାର ପାର୍ଟି ଦେଇଥିଲେ । ସାରଙ୍କ ସହ ବିଦ୍ୟା ଦୁଇ ଥର ବଲାଙ୍ଗୀର ଆସିଥିବା ନେଇ ଚର୍ଚ୍ଚା । କିଏ ସେହି ସାର ? ଯାହାଙ୍କ ସାଙ୍ଗରେ ଆସିଥିଲେ ବିଦ୍ୟାଭାରତୀ ।
#ArgusNews #ArgusNewsTV #Odisha #soumyadeathmystery #Investigation #acfdeathcase