ଓଡ଼ିଶାର ବୋହୁ ସ୍ମିତା ଅଶୋକ କାନୁନଗୋ ହେଲେ ମିସେସ୍ ଇଣ୍ଡିଆ କୁଇନ ଅଫ ହାର୍ଟର ବିଜେତା ।ଏହି ସୁନ୍ଦରୀ ପ୍ରତିଯୋଗିତା ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବେଳେ 50 ରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକେଇ ସ୍ମିତା ପିନ୍ଧି ପାରିଛନ୍ତି ମିସେସ ଇଣ୍ଡିଆ କୁଇନ ଅଫ ହାର୍ଟ ର ମୁକୁଟ ।
#MIQH #beautypeagent #blessed #grateful #GreaterNoida #AshokSmitaKanungo