କାବୁଲ ବିସ୍ଫୋରଣର ପ୍ରତିଶୋଧ ନେଇଛି ଆମେରିକା । ମିଳିଥିବା ସୂଚନା ଅନୁସାରେ ISIS ଖୋରାସାନର ଆଡ୍ଡା ଉପରେ ଆକ୍ରମଣ କରିଛି ଆମେରିକା ସେନା । ଡ୍ରୋନ ଜରିଆରେ ଏକାଧିକ ଏୟାର ଷ୍ଟ୍ରାଇକ କରାଯାଇଥିବା ନେଇ ସୂଚନା ମିଳିଛି । କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣର ଷଡଯନ୍ତ୍ରକାରୀଙ୍କୁ ଆମେରିକା ସେନାର ମାନବବିହୀନ ଡ୍ରୋନ ଟାର୍ଗେଟ କରିଥିବା କୁହାଯାଉଛି ।
#Afganistan #IslamicTerrorism #america #Kabul