ସହରର ବିକାଶ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି । ଆଉ ଏହାର ଫାଇଦା ଉଠାଉଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ନିଜ ଷ୍ଟାମ୍ପ ମାରି ରାଜ୍ୟ ସରକାର ନେଉଛନ୍ତି ବାଃ ବାଃ। ଆଉ ଏବେ ସ୍ବାୟତ୍ତ ଶାସନ ଦିବସରେ ବିଭିନ୍ନ ପ୍ରକଳ୍ପର ଉଦଘାଟନକୁ ନେଇ ରାଜନୀତି ଯୋର ଧରିଛି ।
#ArgusNews #Odisha #Cuttack #kendrasarkar #OdishaGovt