ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିଲେ ନନ୍ଦକିଶୋର ଦାସ । ସ୍ବାଧୀନତା ପରେ ଓଡ଼ିଶା ବିଧାନସଭାର ହୋଇଥିଲେ ବାଚସ୍ପତି । ସାହିତ୍ୟ ସୃଷ୍ଟି ପାଇଁ ପାଇଥିଲେ ସାହିତ୍ୟ ଏକାଡ଼େମୀର ସାରଳା ପୁରସ୍କାର । ଏହି ଅନନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନ ଗାଥାକୁ ନେଇ ଅର୍ଗସ ନ୍ୟୁଜର 'ଅମୃତ ସନ୍ଦେଶ'ରେ ସ୍ବତନ୍ତ୍ର ଉପସ୍ଥାପନା ।
#freedomfighter #NandakishoreDas #AmrutSandesh #ArgusNews