ନଦୀ ଆରପାରିରେ 15 ଖଣ୍ଡ ଗାଁ । ଜଙ୍ଗଲ, ପାହାଡ଼ ଭିତରେ ଦୁର୍ଦ୍ଦିନରେ କଟୁଛି ଜୀବନ । ପୋଲଟିଏ ନଥିବାବେଳେ ପାଣିର ସୁଅରେ ପଶି ବିପଦସଙ୍କୁଳ ଅବସ୍ଥାରେ ଯାଆସ କରୁଛନ୍ତି ଲୋକେ । ରାସ୍ତାଘାଟଠୁ ପାନୀୟ ଜଳ, ଶିକ୍ଷା ସ୍ବାସ୍ଥ୍ୟଠୁ ସରକାରୀ ଯୋଜନା ସବୁ ଯେମିତି ଆଦିବାସୀଙ୍କ ପାଖେ ଅପହଞ୍ଚ । ପାହାଡ କୋରଡରେ ଜୀବନ ବିତାଉଥିବା ଆଦିବାସୀଙ୍କ ସମସ୍ୟାକୁ ନେଇ ଗଞ୍ଜାମରୁ ଦେଖିବା ଏହି ରିପୋର୍ଟ I
#Ganjam #sarkariyojana #ArgusNews #Odisha