ଚାଲିଗଲେ ଆଶା ଦିଦି, ଆମ କଥା ବୁଝିବାକୁ କେହି ନାହିଁ
ଗାଁର ମହିଳା ମାନଙ୍କ ଏକମାତ୍ର ଆଶା ଭରସା ଥିଲେ ଆଶା ଦିଦି, ସେ ନଥିଲେ ଗର୍ଭବତି ମହିଳା ହୁଅନ୍ତୁ କି ଅନ୍ୟ ରୋଗୀ, ସେମାନଙ୍କ ଭଲ ମନ୍ଦ ବୁଝିବାକୁ କେହି ନାହାଁନ୍ତି ।
#JanaAudit #Nuapada #bharuamunda #Katingapani #MedicalIssue #PublicIssue #Odisha #ArgusNews