#ଜଗନ୍ନାଥଙ୍କ_ଶରଣରେ_ନ୍ୟାୟରୁ_ବଞ୍ଚିତ_21_ପରିବାର
ଆଶା ରଖିଛନ୍ତି ଜଗନ୍ନାଥଙ୍କ ନିକଟରୁ ନ୍ୟାୟ ମିଳିବ... ରାଜ୍ୟ ମୁଖିଆଙ୍କୁ ସଦବୁଦ୍ଧି ଦେବା ସହ ଦୋଷୀଙ୍କୁ କେମିତି ଦଣ୍ଡ ମିଳିବ ସେନେଇ କରିଛନ୍ତି ପ୍ରାର୍ଥନା । ଗୁଣ୍ଡିଚା ମନ୍ଦିରଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ଶୋଭା ଯାତ୍ରାରେ ଯାଇ ମହାପ୍ରଭୁଙ୍କ ନିକଟରେ କରିଛନ୍ତି ଦୀପ ଦାନ ।
#JusticeForAll #JusticeForGobinda #justiceforpari #adityadashdeathcase #AmruDasDeath