ଜାଭେଦ ଅଖତାର ଉପରେ ବର୍ଷିଲା ଶିବ୍ ସେନା । ଆରଏସଏସକୁ ତାଲିବାନ ସହ ତୁଳନା ପ୍ରସଙ୍ଗରେ ଶିବସେନାର କଡା ଜବାବ । ଆରଏସଏସକୁ ତାଲିବାନ ସହ ତୁଳନା କରାଯାଇ ପାରିବ ନାହିଁ । ଏହା ହିନ୍ଦୁ ସଂସ୍କତିର ଅପମାନ ବୋଲି କହିଲା ଶିବ ସେନା ।
#ShivSena #JavedAkhtar #RSS #Taliban #ArgusNews