ଟାଟା କମ୍ପାନୀର ମନମୁଖୀ କାମ ପାଇଁ ଗୁରୁତର ହେଲେ ବୃଦ୍ଧା। ଶେଷରେ ନ୍ୟାୟ ପାଇଁ ଟ୍ରଲିରେ ହେଲେ ବୁହା। ମାଲକାନଗିରିରେ ଦେଖିବାକୁ ମିଳିଛି ଏଭଳି ଘଟଣା I ଟଙ୍କା ପଇଠ ପରେବି ଟାଟା କମ୍ପାନୀ ବିଦ୍ୟୁତ କାଟି ଦେଇଥିବା ଅଭିଯୋଗ ହୋଇଛି । #Tata #TheTatagroup #Rourkela #CmoOdisha #NaveenPatnaik #MoSarkar