#ଦୁର୍ନୀତିର_ଗନ୍ତାଘର_ପାଲଟିଛି_ବିଞ୍ଝାରପୁର_ବ୍ଳକ
#ଅଭିଯୋଗ_ପରେ_କେନ୍ଦ୍ରୀୟ_ଟିମର_ସରଜମିନ_ତଦନ୍ତ
ବୃକ୍ଷରୋପଣ ଠାରୁ ରାସ୍ତା କାମରେ ବ୍ୟାପକ ହେରଫେର I ବାଁହାତ ଡାହାଣ ହାତ କରି କୋଟି କୋଟି ଟଙ୍କାଚଳୁ, କେଉଁଠି ଯୋଜନା ଆତ୍ମସାତ ହୋଇଛି ତ କେଉଁଠି ଜବକାର୍ଡଧାରୀଙ୍କୁ ମିଳିନି ପ୍ରାପ୍ୟ।
#Jajpur #Binjharpur #scam #odisha #ArgusNews