#ଆଜି_ସେହି_ଗୁରୁମାନଙ୍କ_ପାଇଁ_ଦିନଟିଏ
ଦୃଷ୍ଟିହୀନ ହୋଇ ବି ଅନେକଙ୍କ ପାଇଁ ସାଜିଲେ ମାର୍ଗ ଦର୍ଶକ । ଆଲୋକର ରାସ୍ତା ଦେଖାଇ ଗଢିଛନ୍ତି ମଣିଷ କାରଖାନା । ଗୁରୁ ଦିବସରେ ପାଦ ଧୋଇ, ଫୁଲ ଚନ୍ଦନ ଲଗାଇ ଗୁରୁଙ୍କୁ ପୂଜିଲେ ଛାତ୍ରଛାତ୍ରୀ । ବାସୁଦେବପୁର ଓ ରେଢାଖୋଲରୁ ଦେଖିବା ଦୁଇ ଆଦର୍ଶ ଶିକ୍ଷକଙ୍କ ସମର୍ପଣର କାହାଣୀ I
#HappyTeachersDay #GuruDivas #Sambalpur #Bhadrak #teachersday