#ନାଁକୁ_ଓଡ଼ିଶାର_କିନ୍ତୁ_ଏଠି_ଶାସନ_ଆନ୍ଧ୍ରର
ଓଡ଼ିଶା ସୀମାରେ ଥିବା ଗାଁରେ ଚାଲିଛି ଆନ୍ଧ୍ରର ଶାସନ । ବର୍ଷ ବର୍ଷ ଧରି ଓଡିଶା ସରକାର ଲୋକଙ୍କୁ ଅବହେଳା କରୁଥିବାର ସୁଯୋଗ ନେଇ ସୀମାର ଗାଁ ଗୁଡିକ ଉପରେ ଆଧିପତ୍ୟ ଜାହିର କରୁଛନ୍ତି ଆନ୍ଧ୍ର ସରକାର। ଓଡିଶା -ଆନ୍ଧ୍ର ସୀମା କୋରାପୁଟ ନନ୍ଦପୁରର ରାଇପଡା ରୁ ଦେଖିବା ଅର୍ଗସ ନ୍ୟୁଜର ଗ୍ରାଉଣ୍ଡ ରିପୋର୍ଟ I
#Koraput #andhrapradesh #Odisha #durgamaodisha CMO Odisha