ପାଖକେ ଆଉଛେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ନବାନ୍ନ ଲାଗି ମାଁ ଙ୍କର୍ ପାଖକେ ଆଏଜ୍ ପୁହଞ୍ଚିଲା ନୂଆଁ ସରିଆ ଧାନ। ସିଆଡେ ମାଁ ସମଲେଶ୍ଵରୀ ମନ୍ଦିର ନେ ବି ଚାଲିଛେ ସଜବାଜ୍... ବଲବସପୁର୍ ନୁ ଇ ଧାନ ସମ୍ବଲପୁର୍ କେ ପୁହଂଚିଥିବାର୍ ବେଲକେ ମାଁ ସମଲେଇଙ୍କର୍ ପାଖେ ଇ ସରିଆ ଧାନ୍ ନୂଆ ଲାଗବାର୍ ପରମ୍ପରା ରହିଛେ ।
#Nuakhai #ArgusNews #SambalpuriNews #Sambalpur