#କଲେକ୍ଟରଙ୍କ_ଏର୍ଲାଜି_ଚନ୍ଦନ_ଟୋପା
#ଫିରିଙ୍ଗିଶାସନ_ଠାରୁ_ବଳିଗଲା_କଲେକ୍ଟରଙ୍କ_ଦବଙ୍ଗଗିରି #ବିବାଦରେ_ଜିଲ୍ଲାପାଳ_ସଂଗ୍ରାମ_କେଶରୀ_ମହାପାତ୍ର ଫିରିଙ୍ଗିଶାସନ ଠାରୁ ବଳିଗଲା କଲେକ୍ଟରଙ୍କ ଦବଙ୍ଗଗିରି । ଗୁହାରି ଶୁଣିବା ପରିବର୍ତ୍ତେ ଚାଷୀଙ୍କ କଲର ଧରିଲେ । ଆଉ ଆଶ୍ୱାସନା ଦେବା ବଦଳରେ ଛଡାଇ ନେଲେ ଚାଷୀଙ୍କ ମୋବାଇଲ୍ । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ତିର୍ତ୍ତୋଲ ଅଞ୍ଚଳର ଚାଷୀଙ୍କୁ ଧମକ ଦେବା ସହ ଜାତିଆଣ ଆକ୍ଷେପ କରି ଏବେ ବିବାଦରେ ଜିଲ୍ଲାପାଳ I #Jagatsinghpur #CollectorDabangiri #collector #farmers #OdishaSarkar