୨ ଦିନ ଲଗାଣ ବର୍ଷାରେ ଫୁଲିଛି ବ୍ରାହ୍ମଣୀ ନଦୀ। ଜଳାର୍ଣ୍ଣବ ହୋଇପଡିଛି ସମଗ୍ର ଅଞ୍ଚଳ। ଆଉ ଏହି ବନ୍ୟା ପାଣିରେ ଭାସିଯାଉଥିବା ଯୁବକଙ୍କୁ ସାହା ହୋଇଛି କଦଳୀ ଗଛ i ବରୀ ଅଞ୍ଚଳରେ ଜଣେ ବ୍ୟକ୍ତି ଭାସି ଯାଇଥିଲେ। ସୌଭାଗ୍ୟକୁ ପାଣି ଘେରରେ ଥିବା ଏକ କଦଳୀ ଗଛ ବୁଦାରେ ସେ ଅଟକି ରହିଥିଲେ I
#ArgusNews #Odisha #Jajpur #rain