#ସମବାୟ_ଦୁର୍ନୀତି_ନେଇ_ପୁଣି_ହେଲା_ବଡ_ଖୁଲାସା
#ବଢିଲା_ମନ୍ତ୍ରୀ_ରଣେନ୍ଦ୍ର_ପ୍ରତାପ_ସ୍ଵାଇଁଙ୍କ_ପାଇଁ_ଅଡୁଆ
ବଢିଲା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପାଇଁ ଅଡୁଆ । ପ୍ରଥମେ ଆଠଗଡ ତାପରେ ରାଜନଗର । ଏବେ ଏରସମା ସମବାୟ ବ୍ୟାଙ୍କରେ ମହାଦୁର୍ନୀତି ନେଇ ଆସିଲା ସାଙ୍ଘାତିକ ଅଭିଯୋଗ । ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ପରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ବିରୋଧରେ ବିଷ ଓଗାଳିଲେ ଦାମ ।
Ranendra Pratap Swain #statecooperativebank #BJD #scam