#ଓଡିଶା_ପାଇଁ_ଗୌରବ_ଆଣିବେ_ବାଇକ_ରାଣୀ_ଅମିତା_ସିଂହ
ସମୁଦ୍ର ପତ୍ତନ ଠାରୁ ୮ହଜାର ଫୁଟ ବିପଦ ଜନକ ରାସ୍ତାରେ ଗାଡି ଚଳାଇ ରଚିବେ ରେକର୍ଡ । ଆଜି ପର୍ଯ୍ୟନ୍ତ କେହି ଜଣେ ବି ମହିଳା ଏହି ରାସ୍ତାରେ ଗାଡି ଚଳାଇ ଯାଇନାହାନ୍ତି । ତେଣୁ ଏଭଳି ଏକ ରାସ୍ତାକୁ ବାଛିଛନ୍ତି ଅମିତା ଓ ତାଙ୍କର ୧୫ଜଣିଆ ମହିଳା ଦଳ । ଅଗଷ୍ଟ ୩ରୁ ମହିଳା ବାଇକର ଦଳଙ୍କ ଏହି ଯାତ୍ରା ଶ୍ରୀନଗରରୁ ଆରମ୍ଭ ହୋଇ ୧୪ରେ ମନାଲିରେ ପହଂଚିବ ।
#ArgusNews #ArgusNewsTV #Odisha #ladybiker #GoodNews