ବର୍ବର ତାଲିବାନର ସମର୍ଥନରେ ଭାରତୀୟ କମ୍ୟୁନିଷ୍ଟ I ତାଲିବାନ କାର୍ଯ୍ୟକଳାପକୁ ନିନ୍ଦା ପରିବର୍ତ୍ତେ ସମର୍ଥନ I ବାମପନ୍ଥୀଙ୍କ ମୁଖା ଖୋଲିଲେ ଲେଖିକା ତସଲିମା ନସରିନ I ବାମପନ୍ଥୀଙ୍କଠାରୁ ଆତଙ୍କବାଦୀମାନେ ଅଧିକ ସତ କହନ୍ତି' ,ଭାରତ ଓ ହିନ୍ଦୁ ବିରୋଧୀ ଶକ୍ତିକୁ ହାତ ମିଳାନ୍ତି କମ୍ୟୁନିଷ୍ଟ I
#ArgusNews #talibani #IslamicTerrorism #CommunistParty #ArgusNews