ଆମେ ଲେଖୁ ଗୋଟିଏ ହାତରେ । ହେଲେ ମୁସକାନ ଲେଖିପାରନ୍ତି ବାମ ଡାହାଣ ଦୁଇ ହାତରେ । ମିରର ରାଇଟିଂରେ ବି ଦକ୍ଷ । ବାପା ଏସ.କେ.ସମଶେର ଜଣେ ଠିକା କର୍ମଚାରୀ । ଝିଅ ମୁସକାନ ତେଜେସିନଙ୍କ ପ୍ରତିଭା ପାଇଁ ଏବେ ଗାଁ ଠାରୁ କଲେଜ ପର୍ଯ୍ୟନ୍ତ ଚର୍ଚ୍ଚା । ଆସନ୍ତୁ ଦେଖିବା ଏହି ପ୍ରତିଭାବାନ ଝିଅର କାହାଣୀ । #Khordha #mirrorwriting #ambitexterous #odisha #prodigy