ବାରମ୍ବାର ଗତିପଥ ବଦଳାଉଛି ମଙ୍ଗଳା ମୁହାଣ । ଯେଉଁଠି ମୁହାଣ ରହିଥିଲା, ତାହା କ୍ରମେ ବେଳାମାର୍ଗ ଆଡ଼କୁ ମୁହାଁଇଲାଣି। ସମୁଦ୍ର ଜୁଆର ସହ ମଙ୍ଗଳା ନଦୀର ଉଦ୍ଦାମ ଜଳରାଶି ବେଳାଭୂମିର ବାଲିକୁ ସମୁଦ୍ର ଗର୍ଭକୁ ଟାଣି ନେଲାଣି । ତଥାପି ଚେତୁନି ଜଳସେଚନ ବିଭାଗ ।
#Puri #ArgusNews #Odisha