#ବିବାଦରେ_ବିଭାଗୀୟ_ମନ୍ତ୍ରୀ_ବିକ୍ରମ_କେଶରୀ_ଆରୁଖ
ବିଧାନସଭାରେ ଉଠିଲା ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖ....ଡିଏଫଓ ସଂଗ୍ରାମ କେଶରୀ ବେହେରା......ଆଉ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ପତ୍ନୀ ବିଦ୍ୟାଭାରତୀଙ୍କ ମୁଣ୍ଡରେ ରହିଛି ଉପର ମହଲାର ଆଶ୍ରିର୍ବାଦ ହାତ । ଆଉ ଆଶ୍ରିବାଦ ହାତ ଏତେ ଲମ୍ବା ଯେ, ତାଙ୍କ ଉପରେ ନୋ ଆକ୍ସନ I
#ArgusNews #Odisha #Acfmurder #soumyaranjan #Soumyamurder #Soumyadeathmystery #Paralakhemundi #DFO