ବିଧାନସଭାରେ ମନ୍ତ୍ରୀଙ୍କ ଏ ତଥ୍ୟ ସତ ନା ଏ ଦୃଶ୍ୟ ସତ ? ପଞ୍ଚାୟତିରାଜ ମନ୍ତ୍ରୀଙ୍କ ତଥ୍ୟ କହୁଛି, ଯାଜପୁରରେ କୌଣସି ଅପହଞ୍ଚ ଗାଁ ନାହିଁ କିନ୍ତୁ ଇ ହେଉଛି ବାସ୍ତବତା... କୋରେଇ ବ୍ଲକର ଅପହଞ୍ଚ ଗାଁ ଫିରୋଜାବାଦ। ଏଠି ଗାଁ ଅଛି କିନ୍ତୁ ନାହିଁ... ଫଳରେ ରୋଗୀଙ୍କୁ ଖଟିଆରେ କାଦୁଅ ବିଲରେ ବୋହି କରି ନିଅନ୍ତି ଲୋକେ.... ଏହି ଦୃଶ୍ୟ ହିଁ ବୟାନ କରୁଛି ରାଜ୍ୟ ସରକାରଙ୍କ 21ବର୍ଷ ବିକାଶର ବାସ୍ତବ ଚିତ୍ର I
#Jajpur #ArgusNews #CMOOdisha #PratapJena #village #durgamaodisha