#ସମବାୟ_ବ୍ୟାଙ୍କ_ନା_ଦୁର୍ନୀତି_ବ୍ୟାଙ୍କ
#ବିଭାଗରେ_ଚାଲିଛି_ରାଜାଙ୍କ_ରାଜ
ନଜର ପକାନ୍ତୁ ରାଜ୍ୟ ସରକାରଙ୍କ ଏଇ ତଥ୍ୟ ଉପରେ...ସରକାରଙ୍କ ସମବାୟ ବିଭାଗର ତଥ୍ୟ କହୁଛି କେବଳ ଏଇ ୫ ବର୍ଷ ମଧ୍ୟରେ ରାଜ୍ୟର ୨୬ଟି ମଣ୍ଡଳରେ ପାଖାପାଖି ୨୨୧ କୋଟି ଟଙ୍କାର ଅର୍ଥ ଆତ୍ମସାତ୍ ଓ ଅନିୟମିତତା ହୋଇଛି । ଯେଉଁଥିରେ ସର୍ବାଧିକ ବ୍ରହ୍ମପୁର ପାରଳାଖେମୁଣ୍ଡି ସମବାୟ ସହରାଞ୍ଚଳ ବ୍ୟାଙ୍କରେ ୨୦୧୫ ମାର୍ଚ୍ଚ ସୁଦ୍ଧା ୧୨୬ କୋଟି ଟଙ୍କାର ଅର୍ଥ ଆତ୍ମସାତ୍ ହୋଇଛି I
#Odisha #CMOOdisha Ranendra Pratap Swain #odishastatecooperativebank #ArgusNews