#ଭଣ୍ଡ_ଗୁରୁଜୀଙ୍କ_ଅତ୍ୟାଚାରର_କଳାକାହାଣୀ #ମହିଳା_ନିର୍ଯାତନାର_ମହାନାୟକ_ଭଣ୍ଡ_ଗୁରୁଜୀ ଭଣ୍ଡ ଗୁରୁଜୀ ତଥା ବିଜେଡି ନେତା ମାନସ ଦାସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଗୁରୁଜୀଙ୍କ ମାନବବାଦ ସଂଗଠନ ଲୋକଙ୍କ ନିର୍ଯାତନାରୁ ବର୍ତ୍ତିନାହାନ୍ତି ମହିଳା । ଏମିତି କି ହିନ୍ଦୁ ଝିଅ ସିନ୍ଦୁର ଲଗାଇ ବେଦୀରେ ବସିଥିବା ବେଳେ ସଂଗଠନର ଲୋକେ ବାହାଘର ଭାଙ୍ଗି ଦେଇଛନ୍ତି। ଏବେ ଗୋଟିଏ ପରେ ଗୋଟିଏ ନିର୍ଯାତନାର କାହାଣୀ ଆସୁଛି ସାମ୍ନାକୁ I
