ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ I ତେଣୁ ବିଶ୍ୱକପରେ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଏହି ଦୁଇ ଦଳ । ପୂର୍ବ ମ୍ୟାଚରେ ରୋହିତ ଶର୍ମା ବିନା ରନରେ ପାଭିଲିୟନ ଫେରିଥିଲେ । ତେଣୁ ରୋହିତ ଶର୍ମାଙ୍କ ଖେଳ ଏଥର ଦମଦାର ହେବ, ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚକୁ ନେଇ ଅର୍ଗସ ନ୍ୟୁଜ ରୁମରେ ବିତର୍କ ।