ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗରେ ଦିନକୁ ଦିନ ରାଜ୍ୟ ସରକାର ବିବାଦ ଭିତରକୁ ଛନ୍ଦି ହୋଇ ଯାଉଛନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ମହଣ ମହଣ ସୁନା ଅଳଙ୍କାର ଗଣତି କରି ତାହାକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡା।
#ArgusNews #Puri #RatnaBhandarInspection #PuriSrimandir .