ରାଇସ ମିଲର ମନମୁଖୀକୁ ନେଇ କେନ୍ଦୁଝର ବିଜେପି ଦଳର ସାଂଘାତିକ ଅଭିଯୋଗ । ଆଦିବାସୀ ଜମି ହଡ଼ପ ,ସ୍ଥାନୀୟ ଶ୍ରମିକଙ୍କୁ ଉଚିତ ପରିଶ୍ରାମିକ ନଦେବା ଏବଂ ସ୍ଥାନୀୟ ଚାଷୀ ଙ୍କ ଠାରୁ ଧାନ କିଣିବା ଭଳି ସଙ୍ଗୀନ ଅଭିଯୋଗକୁ ନେଇ କେନ୍ଦୁଝର ବିଜେପି ଦଳ କେନ୍ଦୁଝର ଜିଲ୍ଲା ଝାରବେଡା ସ୍ଥିତ 'ମାଁ ତାରିଣୀ ଫୁଡସ୍' ନାମକ ରାଇସ ମିଲ କୁ ଘେରିଲେ ।
#ArgusNews #Keonjhar #BJP