ଆଜି ସତେଜ ସକାଳର ଅତିଥି ଅଛନ୍ତି ଲେଖକ ସମ୍ଭବ ମିଶ୍ର । ‘ବିଜୟୀ ଭବ ଭାରତ’ ବହି ଲେଖି ନିକଟରେ ଚର୍ଚ୍ଚାକୁ ଆସିଥିଲେ । ମାତ୍ର ୧୫ ବର୍ଷ ବୟସରେ ବହୁଗୁଣ ପ୍ରତିଭା ଅଧିକାରୀ ସମ୍ଭବ । ଭଲ ଗୀତା ଭାଗବତ ବୋଲିବା ସହ ଚିତ୍ରକଳା ମଧ୍ୟ କରନ୍ତି ସମ୍ଭବ ।
#SatejSakala #Guest #Writer #SambhabMishra #ArgusNews