ସତେଜ ସକାଳ : ଆଜିର ଅତିଥି ପୁରୀର ଗୀତିକାର ତଥା କଣ୍ଠଶିଳ୍ପୀ ଅଶୋକ କୁମାର ମହାନ୍ତି। ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। କିନ୍ତୁ ସଙ୍ଗୀତ ସାଧନା ତାଙ୍କୁ ନୂଆ ପରିଚୟ ଦେଇଛି। ସେ ଜଣେ ବେତାର ଶିଳ୍ପୀ ଭାବରେ ସଙ୍ଗୀତ ପରିବେଷଣ କରି ଆସୁଛନ୍ତି।
#satejsakala #Guest #Puri #Singer #AshokKumarMohanty #ArgusNews