ଆଜି ସତେଜ ସକାଳର ଅତିଥି କଟକର କଣ୍ଠଶିଳ୍ପୀ ତୃପ୍ତିମୟୀ ମିଶ୍ର। ଜଣେ ଗୃହିଣୀ। କିନ୍ତୁ ସଙ୍ଗୀତ ତୃପ୍ତିମୟୀଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ଛୋଟ ବେଳୁ ସଙ୍ଗୀତ ଗାଇବାର ନିଶା ତୃପ୍ତିମୟୀଙ୍କୁ ସଫଳତା ଦେଇଛି।
#satejasakala #Cuttack #Singer #TruptimayeeMishra #ArgusNews