ସତେଜ ସକାଳ : ଆଜିର ଅତିଥି ଚିତ୍ରଶିଳ୍ପୀ ଶୁଦ୍ଧସତ୍ତା ମିଶ୍ର । ସେ ଚିତ୍ର କଳା ପାଇଁ ସେ ଉପରାଷ୍ଟ୍ରପତି ତଥା ରାଜ୍ୟପାଳଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। କୌଣସି ଶିକ୍ଷାନୁଷ୍ଠାନରେ ସେ କେବେ ଚିତ୍ର କଳା ଶିଖି ନାହାନ୍ତି। ତଥାପି ଚିତ୍ର ଶିଳ୍ପ ପାଇଁ ସେ ପୁରସ୍କୃତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
#SatejSakala #Guest #SudhhasutaMishra #artist #ArgusNews