'ପ୍ରାଇଡ ଅଫ ଓଡ଼ିଶା ସମ୍ମାନ', ଅର୍ଗସ ନ୍ୟୁଜ ଭଳି ସମ୍ବେଦନଶୀଳ ଦାୟିତ୍ୱବାନ ଚ୍ୟାନେଲର ଏକ ବିଶେଷ ଉପସ୍ଥାପନା। ଏହାକୁ ସଫଳ କରିପାରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଅର୍ଗସ ନ୍ୟୁଜର ସିଇଓ ପ୍ରକାଶ ସାହୁ ।
#PrideOfOdisha #AnuChoudhury #KhimjiJewellers #Culturalprogramme #Odisha #ArgusNews