ସରକାରଙ୍କ ବାଁ ହାତ କାମ ଡାହାଣ ହାତ ଜାଣେ ନାହିଁ । ମହାନଦୀ ଜଳ ବିବାଦ ନେଇ ମନ୍ତ୍ରୀଙ୍କ ପରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଜବ ବୟାନ । CAG ରିପୋର୍ଟ ଖୋଲି ଦେଇଛି ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ଗୁମର ।
#Prasnakala #CAGReport #MahanadiRiver #Mahanadiwaterdispute #Controversy #ArgusNews