ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ନେଇ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ସୌମ୍ୟରଞ୍ଜନଙ୍କ ମା କହିଲେ ସୌମ୍ୟ ମୋ ସହିତ ଦୁଇ କି ତିନି ମାସ ହବ ଭଲରେ କଥା ହୋଉନଥିଲା । ବୋହୁ ମୋ ପୁଅକୁ ହଇରାଣ କରୁଥିଲା ।
#ArgusNews #ArgusNewsTV #Odisha #Balasore #Paralakhemundi #Investigation #ACF_deathcase