#ହଟହଟା_ହେଲେ_ପ୍ରକଳ୍ପ_ନିର୍ଦ୍ଦେଶକ ।
ରାସ୍ତା ପାଇଁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନେଲାନାହିଁ ଜିଲ୍ଲା ପ୍ରଶାସନ । ଫଳରେ ବାଧ୍ୟ ହୋଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଲେ ଗ୍ରାମବାସୀ ।
#ArgusNews #Odisha #Gajapati