ଅଖଣ୍ଡ ଭାରତ ଦିବସ । 1947 ମସିହାରେ ଆଜିର ତାରିଖରେ ଭାରତର ବିଭାଜନ କରି ଦିଆଯାଇଥିଲା । ଇଂରେଜ ମାନଙ୍କର ପ୍ରୋତ୍ସାହନରେ ମୁସଲିମ ଲିଗର ଦାବିକୁ ତତ୍କାଳୀନ କଂଗ୍ରେସ ନେତୃତ୍ବ ପ୍ରଥମେ ମନା କରିବା ସତ୍ତ୍ବେ ପରବର୍ତ୍ତୀ ସମୟରେ ମାନି ନେଇଥିଲେ । ଭାରତ ମାତାର ଶରୀରକୁ କାଟି ପାକିସ୍ତାନ ତିଆରି କରାଯାଇଥିଲା । ମାତୃଭୂମିର ବିଭାଜନର ଏହି ଦୁଃଖ ଆଜି ମଧ୍ୟ ରହିଛି ।
#ArgusNews #AkhandBharatDivas #Pakistan #muslim