ଭୁଆଁ ବୁଲାଉଛି ପୋଲିସ
ଖଳଣା ଗୁଳିକାଣ୍ଡ ଘଟଣାରେ ବିଧାୟକ ବଦ୍ରି ପାତ୍ରଙ୍କ ପୁଅଙ୍କୁ ଖସାଇଦେବା ପାଇଁ ପୋଲିସ କରୁଛି ପ୍ରୟାସ । ଜାଣିଶୁଣି କହୁଛି ଚିହ୍ନିଣୁ FIRରେ ନାମିତ ହୋଇଥିବା ବିଧାୟକଙ୍କ ପୁଅଙ୍କୁ ।
#TutuPatra #controversy #Keonjhar #SunandaMurdercase #Allegations #police #Ramchandrapur #ArgusNews