ଜାତୀୟ ସ୍ତରରେ ଚର୍ଚ୍ଚାରେ ଥିବା ଓଡିଆ ଫିଲ୍ମ ଦମନର ରିଅଲ ହିରୋ ଡକ୍ଟର ଓମକାର ହୋତାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ କେନ୍ଦ୍ର ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଏବଂ ପ୍ରଫେସର ତଥା ବିଶିଷ୍ଟ ସର୍ଜନ, ସିଟିଭିଏସ୍ ଡିପାର୍ଟମେଣ୍ଟ୍, ଏଆଇଏମ୍ଏସ୍, ନୂଆଦିଲ୍ଲୀ, ଡାକ୍ତର ଅକ୍ଷୟ କୁମାର ବିସୋଇ
#ArgusNews #OdishaHealthConclave #DrOmkarHota #Feliciation #Unionminister #DrBharatiPravinPawar #DrAkshyaKumarBisoi #Odisha