ଗୋଡ ଖସିଲେ ନଈରେ ଭାସି ଯିବ
ବର୍ଷା ମାସରେ ସ୍କୁଲର ମୁହଁ ଦେଖନ୍ତିନି ଏ ଗାଁ'ର ଛୁଆ । ନଈରେ ପାଣି ଆସିଲେ ଗାଁ ଲୋକେ ଜଳବନ୍ଦୀ । ମାଉସୀ ନାତି ନାତୁଣୀ ଦେଖିଲେଣି, କିନ୍ତୁ ଏଯାଏ ଦେଖି ପରିଲେନି ନଦୀ ଉପରେ ପୋଲ ହେବା ।
#riverwater #heavyrainfall #flood #bridgeconstruction #Dhenkanal #RoadProblem #ArgusNews