Fri, Feb 19 | 11:37 a.m.
ଚାଷୀଙ୍କ ପାଇଁ କାଳ ସାଜିଛି ନଦୀ
ଚାଷୀଙ୍କ ଦୁଃଖ ସାଜିଛି ନଦୀ । ବର୍ଷା ଦିନ ଆସିଲେ ବଢିଯାଏ ଦୁଃଖ । ନଦୀବନ୍ଧ ନିର୍ମାଣ ହୋଇନଥିବାରୁ ଜମିକୁ ମାଡିଆସେ ପାଣି । ଆମେ କହୁଛୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର, ଧାନକେରା, ଅଭୟମୁଖି, ମୁନିଦା ଓ କଲ୍ୟାଣପୁର ପଞ୍ଚାୟତବାସୀଙ୍କ କଥା । ବର୍ଷାଦିନେ ରତ୍ନଚିରା ନଦୀରେ ବନ୍ୟା ଆସି ପଞ୍ଚାୟତର ଏକର ଏକ