ବିଶ୍ରାମ ଓ ଅବସର ନେବା ବୟସରେ ସାଜିଛନ୍ତି ପାଣି ଭାରୁଆ । କାନ୍ଧରେ ବାହୁଙ୍ଗୀ ଓ ଦୁଇପଟେ ଦୁଇଟି ଟିଣ ଡ଼ବା ଓହଳାଇ ସେ ନଳକୂଅରୁ ପାଣି ସଂଗ୍ରହ କରି ଜଳଖିଆ ଦୋକାନ ଗୁଡିକରେ ଦିଅନ୍ତି । ବିନିମୟରେ ଯାହା ମିଳେ ତାହା ସହିତ କୌଳିକ ବୃତ୍ତି ହାଣ୍ଡି ମାଠିଆ ଗଢି ସେଥିରୁ ମିଳୁଥିବା ଆୟରେ ଯୋଡି ପରିବାର ଚଳାନ୍ତି ବାଳକାଟିର 85 ବର୍ଷ ବୟସ୍କ ବିରବର ମୁଦୁଲି...
#ArgusNews #Odisha #Khurda #Balakati #OldMan #PotMaker #CraftArtist #GoodNews