ବୟସ ୮୭ । ନଇଁ ଗଲାଣି ଅଣ୍ଟା । ହେଲେ ପରିଣତ ବୟସରେ କାଠ କାରିଗରୀ ଓ ବାଦ୍ୟଯନ୍ତ୍ର ପ୍ରତି ମରିନାହିଁ ଆଗ୍ରହ । ବିସ୍ମୟ ସୃଷ୍ଟିକାରୀ ବାକ୍ସ ସହ କାଠ ସାଇକେଲ ତିଆରି କରି ପ୍ରଶଂସାର ଅଧିକାରୀ ହୋଇଥିବା କେନ୍ଦୁଝର କେଶଦୁରାପାଳ ଗାଁର ରଘୁନାଥ ସୁତାରଙ୍କ ନିଖୁଣ କାଷ୍ଠକଳା ଏବେ ବି ଅନେକଙ୍କ ପାଇଁ ସୃଷ୍ଟି କରିଥାଏ ବିସ୍ମୟ...
#ArgusNews #Odisha #Keonjhar #Woodcraft #GoodNews