ପ୍ରତି ଘରୁ ବାହାରନ୍ତୁ ଯବାନ । ଦେଶର ସୁରକ୍ଷା ଦିଗରେ ସେମାନଙ୍କ ଯୋଗଦାନ ରହୁ ।ଏଭଳି ଲକ୍ଷ ନେଇ ଭ୍ରଦକ ତିହିଡି ଅଞ୍ଚଳର ଜଣେ ଯବାନ ଜ୍ୟୋତିର୍ମୟୀ ପାଣ୍ଡବ ନିଜ ଛୁଟିରେ ସଦ ବିନିଯୋଗ କରି ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କୁ ଦେଉଛନ୍ତି ଆର୍ମି ତାଲିମ...
#ArgusNews #Odisha #Bhadrak #Dhamnagar #Soilder #IndianArmy #IndianArmyTraining #GoodNews