Gaon Ghaotala
ରାଜ୍ୟର ବିଭିନ୍ନ ଅଂଚଳରେ ଥିବା ଗାଁର ନିହାତି ଗରିବ, ଖଟିଖିଆ ଦିନ ମଜୁରିଆ, ଆଜି ବି ନିଜ ଅଧିକାର ପାଇବାରୁ ସେମାନେ ବଂଚିତ । ଏବେ ବି ଏମାନଙ୍କ ନିକଟରେ ପହଂଚି ପାରୁନି ସରକାରୀ ଯୋଜନା । କାରଣ ଦାୟିତ୍ବରେ ଥିବା ଅଧିକାରୀ ଏହାକୁ ବାଟମାରଣା କରୁଛନ୍ତି । ଏମିତି ଅନେକ ଦୁର୍ନୀତିର ଖବରକୁ ଆମେ ଆମର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନ ଦେଇଥାଉ । ସେଭଳି କିଛି ରିପୋର୍ଟକୁ ନେଇ ଚାଲନ୍ତୁ ଆରମ୍ଭ କରିବା ଗାଁ ଘୋଟାଲା ।