ପରୀ ହତ୍ୟା ମାମଲାରେ କାହିଁକି ସରକାରଙ୍କ ସିବିଆଇକୁ ଡର । ଏସଆଇଟିର ତଦନ୍ତକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଆଉ ଏପରିସ୍ଥିତିରେ ଗିରଫ ନାବାଳକର ମା ଦେଇଥିବା ଚାଞ୍ଚଲ୍ୟକର ବୟାନ୍ ଏବେ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଛି । ଆଉ ବିବାଦକୁ ଆସିଛନ୍ତି ଖୋଦ୍ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କର ସହଯୋଗୀ ବାବୁଲି ନାୟକ....
#ArgusNews #Nayagarh #JusticeForParee
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app